ନବୀନ ନିବାସ ଆଗରେ ବିଷ ପିଇ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୁଣା ଭୁବନେଶ୍ବର : ୧୧ ବର୍ଷ ହେଲା ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଦୋକାନ ଘରଟିଏ ମାଗି ମାଗି ହତାଶ ହେବା ପରେ ଆଜି ଜଣେ ଦିବ୍ୟାଙ୍ଗ ନବୀନ ନିବାସ ସମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦୃଷ୍ଟିଶକ୍ତିବାଧିତ ଏହି ଦିବ୍ୟାଙ୍ଗ ହେଲେ ଡୁମୁଡୁମା ରଘୁନାଥନଗରର ପରୀକ୍ଷିତ ସାହୁ। ସୁରକ୍ଷାକର୍ମୀମାନେ ତାଙ୍କ ଆବେଦନପତ୍ର ରଖି ତାଙ୍କୁ ବୁଝାସୁଝା କରି ଫେରାଇ ଦେଇଛନ୍ତି। ଘଟଣାଟି ଆଜି ରାଜଧାନୀରେ ଚର୍ଚ୍ଚର ବିଷୟ ହୋଇଛି। ପରୀକ୍ଷିତଙ୍କ … Continue reading ନବୀନ ନିବାସ ଆଗରେ ବିଷ ପିଇ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ